ପୁଲିସ ମୁଖ୍ୟାଳୟରେ ମହିଳାଙ୍କ ଧାରଣା

କଟକ: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ବନ୍ଧୁକ ଦେଖାଇ ଦୁର୍ବ୍ୟବହାର ଓ ଲୁଟ୍‌ ଘଟଣାରେ ପୁଲିସ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୋଗକାରିଣୀ ପୁଲିସ ମୁଖ୍ୟାଳୟରେ ଆଜି ଧାରଣାରେ ବସିଥିଲେ। ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ପ୍ରଭାତୀ ବିହାରୀ ୨୦୧୮ ମାର୍ଚ୍ଚରୁ ରହି ଆସୁଥିଲେ। … Continue reading ପୁଲିସ ମୁଖ୍ୟାଳୟରେ ମହିଳାଙ୍କ ଧାରଣା